
ରକ୍ତ ଚାବୁକ ୧୬-୩୦ ମାର୍ଚ ୨୦୨୫
ବ୍ୟତୀକ୍ରମୀ ଦେବେନ୍ଦ୍ର
ଏଠାରେ
ବ୍ୟତୀକ୍ରମୀ ଦେବେନ୍ଦ୍ର
ହାଓ ଇଜ ଦ ଜୋସ
ସମ୍ଭାଳି ପାରିବେ ତ ?
ସବୁ ଠିକ ନାହିଁ
ନଚେତ .......
ବ୍ରାଣ୍ଡ 'ମୋହନ' ଡ଼୍
କିଛି ମିଳିଲା, କିଛି ବାକି...
ଅପହୃତ ପ୍ରସଙ୍ଗ
ଆମର ପାକ୍ଷିକ ସମ୍ବାଦପତ୍ର କୁ ପଢନ୍ତୁ
ଗନ୍ଦିଆର ପୂର୍ବତନ ବିଧାୟକ, ଢେଙ୍କାନାଳ ପୌରପରିଷଦ ପୂର୍ବତନ ନଗର ପାଳ ପ୍ରଫୁଲ୍ଲ ଭଞ୍ଜ ଆଉ ଆମ ଗହଣ ରେ ନାହାନ୍ତି, #ପ୍ରଭୁ ହନୁମାନ କରନ୍ତୁ ତାଙ୍କ ପରିବାର କୁ ଏ ଦୂରଦିନ ସମୟରେ ସହାୟ ହୁଅନ୍ତୁ #ଓଁ ଶାନ୍ତି #ରକ୍ତଚାବୁକ ପରିବାର ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି #ଜୟ ଜଗନ୍ନାଥ
ଭାପୁର କଲ୍ୟାଣ ମଣ୍ଡପ ଠାରେ ଏପ୍ରିଲ ୭ କୁ ବରା ଦିବସ ଭାବେ ପାଳନ କରାଯାଇଛି, ଏଥିରେ ଛଦେଶ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇ ବରା ଆମ ସଂସ୍କୃତି ଓ ପରମ୍ପରାର ଅବିଚ୍ଛେଦ୍ୟ ଅଙ୍ଗ ବୋଲି ବକ୍ତା ମାନେ ମତ ପ୍ରକାଶ କରିଥିଲେ,ଖୁଵ ଅଳ୍ପ ସମୟରେ ବହୁ ବ୍ୟକ୍ତି ଯୋଗଦାନ କରିବା ଛଦେଶ ବ୍ଲକ ଆନ୍ଦୋଳନ କୁ ତ୍ୱରାନ୍ୱିତ କରିବ #ଜୟ ହନୁମାନ #ଜୟ ଛଦେଶ
ଶ୍ରଧେୟ ଶ୍ରୀନିବାସ ନାୟକଙ୍କୁ ଜନ୍ମ ଦିନରେ ଅନେକ ଶୁଭେଚ୍ଛା ଅଭିନନ୍ଦନ, ଶୂନ୍ୟରୁ ଶହେକୁ ଛୁଇଁ ଥିବା ମଣିଷ ପରି ମଣିଷ ଟିଏ, ଜୀବନର ବହୁ ଝଡ଼ ଝଞ୍ଜା ସହି ସମାଜ ସେବାରୁ ଆରମ୍ଭ କରି ରାଜନୀତି, ଏବଂ ଜଣେ ସଫଳ ରିୟଲ ଇଷ୍ଟେଟ ବ୍ୟବସାୟ କରି ଢେର ନାମ କମାଇଛନ୍ତି, ବିପଦ ରେ ବନ୍ଧୁ ପରି ବନ୍ଧୁ ଟିଏ,ଡାକିଲେ, ନ ଡାକିଲେ ସେ ଆଗ ଛିଡା ହୋଇ ଜାନ୍ତି #ପ୍ରଭୁ ହନୁମାନ କରନ୍ତୁ, ସେ ଆହୁରି ଆଗକୁ ଯାନ୍ତୁ #ଜୟ ବଳରାମ
ଖଣ୍ଡପଡା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁଙ୍କୁ ଜନ୍ମ ଦିନରେ ଅନେକ ଅନେକ ଶୁଭେଚ୍ଛା ଅଭିନନ୍ଦନ #ଦୁଷ୍ମନ୍ତ କୁମାର ସ୍ୱାଇଁ, ବିଧାୟକ ଖଣ୍ଡପଡା #ଜୟ ବଳରାମ
ଆମ ବିଷୟରେ
ରକ୍ତଚାବୁକର ଅନଲାଇନ ସଂସ୍କରଣ ହେଉଉଥିବାରୁ ମୁଁ ରୋନକ୍ସି ୱେବ ପରିବାର ତରଫରୁ ଖୁସି ବ୍ୟକ୍ତ କରଛି
ଜୟରାମ ପୃଷ୍ଟି ରୋନକ୍ସି ୱେବ"You guys are legendary! You guys are great and having amazing support & service. I couldn’t ask for any better. Thank you!"
Mitchell Harris Financer"You guys are legendary! You guys are great and having amazing support & service. I couldn’t ask for any better. Thank you!"
Julia Cloe Sales Manager